ଭାସ୍କର ରାଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ‘ବିଜୁ ସ୍ବାଭିମାନ ମଞ୍ଚ’ ଗଠନ ନେଇ ସୂଚନା ଦେଇଛନ୍ତି।
ଲାଲବିହାରୀ ହିମିରିକା ଏବଂ ବରିଷ୍ଠ ସଙ୍ଗଠକ ଗଙ୍ଗାଧର ପୁଆଲାଙ୍କର ବି ଇସ୍ତଫା ଦେଇଛନ୍ତି। ଜିଲ୍ଲା ସଭାପତି ଚୟନକୁ ନେଇ ଏମାନେ ଅସନ୍ତୁଷ୍ଟ ଥିଲେ।
Credible Local News of Odisha