ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ନିରନ୍ତର ଅବହେଳା ଅଭିଯୋଗ କରି ଦଳ ଛାଡ଼ିଲେ ଉତ୍ତର ଭୁବନେଶ୍ବର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର।

ସେ ଦଳର ସଭାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଉତ୍ତର ଭୁବନେଶ୍ବରରୁ ଟିକେଟ ପାଇଁ ଆଶାୟୀ ଥିଲେ। ବିଜେଡିରୁ ଇସ୍ତଫାକୁ ନେଇ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ଦଳରେ ଅଲୋଡ଼ା ପାଲଟିବାରୁ ଛାଡ଼ିବାକୁ ନିଷ୍ପତ୍ତି ନେଲି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes