ବିଜେଡି କର୍ମୀଙ୍କ ଉପରକୁ ପୁଲିସର ପାଣି ମାଡ଼

ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟିକ ତଦନ୍ତ ଦାବିରେ ବିଜେଡି ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ କରିବା ସହ ଲୋକସେବା ଭବନ ଘେରାଉ ଉଦ୍ୟମ କରିଛି।

ବିକ୍ଷୋଭ ବେଳେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଶତାଧିକ କର୍ମୀଙ୍କୁ ପୁଲିସ ଉଠାଇ ନେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes