ବିଜେଡିରେ ମିଶିଲେ ସନ୍ତୃପ୍ତ ମିଶ୍ର

ସନ୍ତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଏଚ୍‌ଆର ଗ୍ରୁପ ନିର୍ଦ୍ଦେଶକ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି।

ଡିସେମ୍ବରରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ସନ୍ତୃପ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes