ଦଳ ବିରୋଧୀ ମନ୍ତବ୍ୟ ପାଇଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକଙ୍କୁ ବିଜୁ ଜନତା ଦଳ ପକ୍ଷରୁ ନିଲମ୍ୱିତ କରାଯାଇଛି। ବିଜେଡି ପରିଚାଳନାକୁ ନେଇ ନିଶାନା କରିଥିଲେ ପ୍ରଫୁଲ୍ଲ। ଦଳ ଠିକ୍ ଭାବେ ନ ଚାଲିଲେ ଦୂରେଇ ଯିବେ, ପୂର୍ବ ବିଚାରଧାରାରେ ବିଜେଡି ଆଉ ନାହିଁ ବୋଲି କହିଥିଲେ ପ୍ରଫୁଲ।
Credible Local News of Odisha