ବିଜୁ ଯୁବ ବାହିନୀ ପାଇଁ ୨ ବର୍ଷରେ ୧୮୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ବିଧାୟକ ବାବୁ ସିଂଙ୍କ ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି।
୨୦୧୮ରୁ ୨୦୨୦ ମଧ୍ୟରେ ୧୮୩ କୋଟି ୬୭ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି।
Credible Local News of Odisha