ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଆଜି ବୌଦ୍ଧ ବିଜୁଜନତା ତରଫରୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ବୌଦ୍ଧଗଡ଼ ଏନ ଏ ସିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି।

ବୌଦ୍ଧ ବିଧାୟକ ସମେତ ବିଜୁ ଜନତା ଦଳର ଅନେକ ନେତୃବୃନ୍ଦ ଏବଂ ଦଳର ବହୁ ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିବା ଜଣାପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes