ବିଜୁ ପଟନାୟକଙ୍କ ସ୍ମୃତି ଚାରଣ କଲେ ବିଜେଡି ନେତା

କେନ୍ଦୁଝର ଜିଲା ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ପ୍ରଧାନପଡା ରେ ଆଜି ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁପଟନାୟକ ଙ୍କ ୨୬ ତମ ତିରୋଧାନ ଦିବସ ବିଜେଡି ତରଫରୁ ପାଳିତ ହୋଇଇଛି l ଆୟୋଜିତ ସଭା ବରିଷ୍ଠ ବିଜେଡି ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ।

ସ୍ଥାନୀୟ ବ୍ଲକ ଅଧକ୍ଷା ରୀନା ନାୟକ, ପାଟଣା ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ବୁଦ୍ଧଦେବ ମହାକୁଡ଼, ଚମ୍ପାବତୀ ଟୁଡୁ, ଦୀପକ ରାଜ, ମାଧବାନନ୍ଦ ପୃଷ୍ଟି, ବିଜେଡି ପ୍ରଶାନ୍ତ ଭଞ୍ଜ ,ମିତ୍ରଭାନୁ ମହାନ୍ତ, ଦିଲ୍ଲୀପ ସାହୁ,ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes