ବିଜୁ ଜୟନ୍ତୀରେ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତେବାସୀ ରୋଗୀଙ୍କୁ ଫଳ ବଣ୍ଟନ କଲେ ବିଜେଡ଼ି ନେତା

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଅବସରରେ ମଙ୍ଗଳବାର ବ୍ଲକ ବିଜେଡ଼ି ପକ୍ଷରୁ ପାଟଣା ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତେବାସୀ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି ।

ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜଙ୍କ ନେତୃତ୍ୱରେ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ବିଜେଡି ନେତା ନିରଞ୍ଜନ ତ୍ରିପାଠୀ, ଯୁବ ନେତା ବିଜୟରତ୍ନ ପତି, ଦିଲ୍ଲୀପ ଭଞ୍ଜ, ଦୀପକ ଭଞ୍ଜ,ପ୍ରିତ୍ତମ ପଣ୍ଡା, ଦେବାଶିଷ ମିଶ୍ର, ପିଣ୍ଟୁ ଆଲାମ,ମହେନ୍ଦ୍ର ନାଏକ , ବିଦ୍ୟାଧର ରାଉଳ , ଟୁକୁ ପାତ୍ର, ଲିପୁ ତ୍ରିପାଠୀ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes