ଦିଲୀପ ରାୟ, ବିଜୟ ମହାପାତ୍ର, ସୌମ୍ୟ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ରାଜନେତା ଏକାଠି ହୋଇଛନ୍ତି।
ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଉପସ୍ଥିତ ଅଛନ୍ତି। ଏହା ସହ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍, ପ୍ରସନ୍ନ ପାଟ୍ଟଶାଣୀ, ଏନ ଭାସ୍କର ରାଓ, ଲାଲ ବିହାରୀ ହିମିରିକା ମଧ୍ୟ ଉପସ୍ଥିତ ଅଛନ୍ତି।