ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଷ୍ଟେସନ୍ ବଜାର ନିକଟରେ ଛୁରାମାଡ଼ ହୋଇଛି।
ଗୁରୁତର ଅବସ୍ଥାରେ ଯୁବକଙ୍କୁ PRM ମେଡିକାଲ୍ରେ ଭର୍ତ୍ତି କରାଯାଇଛି।ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ୍ ଥାନା ପୁଲିସ ତଦନ୍ତ କରୁଛି।
Credible Local News of Odisha