ବିକେ କଲେଜର ନୂଆ ଅଧ୍ୟକ୍ଷ ହେଲେ ଗଜେନ୍ଦ୍ର ପାଢ଼ୀ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଖଣ୍ଡଗିରିର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଆପ୍ଲାଏଡ଼ ଆର୍ଟ ବିଭାଗର ଗୁରୁ ଗଜେନ୍ଦ୍ର କୁମାର ପାଢୀ ।

ଏହା ପୂର୍ବରୁ ଲକ୍ଷ୍ମୀକାନ୍ତ ମହାପାତ୍ର ବିକେ କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes