ବିଏସ୍ଏନ୍ଏଲ ସର୍ଭିସ ସେଣ୍ଟର ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ

ଗଞ୍ଜାମ ଜିଲ୍ଲା ବ୍ରହ୍ମାନଗର ପ୍ରଥମ ଲେନ୍‌ରେ ଥିବା ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି।

ସର୍ଭିସ ସେଣ୍ଟରରେ ଥିବା ତାର ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes