ବକେୟା ବିଲ୍ କ୍ଲିୟର କରିବାକୁ ସବୁ ବିଭାଗକୁ ପ୍ରଯୁକ୍ତିବିଦ୍ୟା ବିଭାଗ ଚିଠି ଲେଖିଛି। BSNLକୁ ତୁରନ୍ତ ବକେୟା ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଥିଲା ଅନୁରୋଧ। ବିଳମ୍ବିତ ଦେୟ କାର୍ଯ୍ୟକ୍ଷମ ପ୍ରତିବନ୍ଧକ ସୃଷ୍ଟି କରୁଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଟେଲିକମ୍ ସେବାକୁ ପ୍ରଭାବିତ କରିପାରେ।