ବିଏମସି ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ନିର୍ବାଚନ

ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l

ବିଭିନ୍ନ କମିଟି ଲାଗି ନିର୍ବାଚିତ ଚେୟାରମ୍ୟାନଙ୍କ ମଧ୍ୟରେ ପ୍ରୀତିନନ୍ଦା ରାଉତରାୟ, ବିରଞ୍ଚି ନାରାୟଣ ମହାସୁପକର, ଅମରେଶ ଜେନା, ଶ୍ରୀଧର ଜେନା, ମିହିର କୁମାର ରାଉତ, ପ୍ରେମାନନ୍ଦ ଜେନା, କୁମାରେନ୍ଦ୍ର ମହାପାତ୍ର, ବିଜୟିନୀ ଜେନା, ମହାମାୟା ସ୍ୱାଇଁ ପ୍ରମୁଖ ରହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes