ବିଏମସି ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନଂ- ୧୯୨୯

ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ଭୁବନେଶ୍ୱର ମହାନଗର ନିଗମ ଏହି ବ୍ୟବସ୍ଥା କରିଛି।

ହେଲ୍ପ ଲାଇନକୁ ଫୋନ୍ କରି ଜାଣିହେବ ମୃତଦେହ ରଖାଯାଇଥିବା ସ୍ଥାନ।ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ସଂରକ୍ଷିତ ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes