ବିଏମସି ଅଫିସ ଆଗରେ ମଶାରୀ ଭିତରେ ବିକ୍ଷୋଭ କଲା ବିଜେପି

ଭୁବନେଶ୍ୱରରେ ମଶା ନିୟନ୍ତ୍ରଣ କରାଯାଉନଥିବାରୁ ବିଜେପି ଏହି ଅଭିନବ ପ୍ରତିବାଦ କରିବା ସହ ବିଏମସି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କର୍ମୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version