ବିଏମସି ଅଫିସରେ ମଶା ଧୂଆଁ ଦେଲା ବିଜେପି

ଭୁବନେଶ୍ୱରରେ ଡେଙ୍ଗୁ ମୁକାବିଲାରେ ବିଏମସି ବିଫଳ ହୋଇଥିବା ଅଭିଯୋଗ କରି ବିଜେପି ଅଫିସ ଘେରାଉ କରିଛି।

ମୁଖ୍ୟମନ୍ତ୍ରୀ ଓ ମେୟରଙ୍କ ଫଟୋକୁ ମଶା ଆକୃତି କରି ପ୍ରତିବାଦ କରିବା ସହ ରାସ୍ତା ଓ ବିଏମସି ଅଫିସରେ ମଶା ଧୂଆଁ ଦେଲା ବିଜେପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes