ବିଏମସିର ନୂଆ କମିଶନର ଏସ ସୋନାଲ

ରାୟଗଡା ଜିଲ୍ଲା ଗୁଣୁପୁରର ଉପଜିଲ୍ଲାପାଳ ଏସ ସୋନାଲଙ୍କୁ ଆଜି ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି l
ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋଣ୍ଡାରଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes