ବାହୁଡ଼ା ଯାତ୍ରା: ଚାଲିଛି ପହଣ୍ଡି ବିଜେ ନୀତି July 5, 2025 by Odisha ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ଚାଲିଛି। ଘଣ୍ଟ ନାଦ, ଶଙ୍ଖ, ହରିବୋଲରେ ପ୍ରକମ୍ପିତ ଶରଧାବାଲି।