ବାହାରିଲା ଆଡ଼ପ ଅବଢ଼ା June 30, 2025 by Odisha ଆଜି ବାହାରିଛି ପ୍ରଥମ ଦିନର ଆଡ଼ପ ଅବଢ଼ା। ଆଡ଼ପ ମଣ୍ଡପରେ ଦର୍ଶନ ସହ ମହାପ୍ରସାଦ ପାଇଲେ ଭକ୍ତ।