ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ଦାନ କଲେ ମୁସଲିମ ସମାଜ

କେନ୍ଦୁଝର ସହର ମଗୁରଗାଡ଼ିଆ ସ୍ଥିତ ମସଜିଦରେ ମୁସଲିମ ସମାଜ, ଜାମା ମସଜିଦ, କେନ୍ଦୁଝର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଛି।

ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ଭୟାଭୟ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆହତଙ୍କ ଆଶୁ କାମନା କରିବା ସହ ରକ୍ତ ଦାନ କରିଛନ୍ତି ବୋଲି ମଗୁରଗାଡିଆ ନିବାସୀ ମନସୂର୍ ଆଲମ୍ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes