ବାହାନଗା ଟ୍ରେନ ଟ୍ରାଜେଡିର ଚାର୍ଜସିଟ ଦାଖଲ

୩ ରେଳ ଅଧିକାରୀ ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି ।

ଆଗରୁ ଗିରଫ ହୋଇଥିଲେ ଏହି ୩ ଅଧିକାରୀ । ଆଇପିସି ଦଫା ୩୦୪(୨), ୩୪ରେ ତିନି ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes