ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି।
ଡ୍ୟୁଟିରେ ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି କହିଲେ ଜିଏମ୍। ‘ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର, ମେଣ୍ଟେନରଙ୍କ ଭୂମିକା ରହିଛି, ସଂପୃକ୍ତ ରେଲୱେ ଷ୍ଟାଫ୍ ଆଲର୍ଟ ଥିଲେ ଦୁର୍ଘଟଣା ଟାଳି ହୋଇଥାନ୍ତା ବୋଲି ଜିଏମ୍ କହିଛନ୍ତି।