ବାହାଘର ଦିନକ ପୂର୍ବରୁ ଘରେ ବିଷ ପିଇଦେଲେ ଯୁବତୀ

ବଲାଙ୍ଗୀରରେ ଏହି ଘଟଣା ଘଟିଥିବା ବେଳେ ଗୁରୁତର ଯୁବତୀଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆସନ୍ତାକାଲି ଯୁବତୀଙ୍କ ବିବାହ ହେବାର ଥିଲା। ଆଜି ମଙ୍ଗନ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes