ବାଲେଶ୍ଵର ଜିଲ୍ଲା ବାହନଗା ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ ସୂଚନା ଦେଇଛନ୍ତି।
୯୦୦ରୁ ଅଧିକ ଆହତ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Credible Local News of Odisha