ବାସି ଖାଦ୍ୟ ଖାଇବା ଘଟଣାରେ ଆଉ ଜଣେ ମୃତ

ବାଲେଶ୍ୱର ଜିଲ୍ଲା ସୋରୋ ଅଞ୍ଚଳର ଦଧିବାମନପୁରରେ ଗତକାଲି ବାସୀ ଖଦି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ଆଜି ସେମାନଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes