ବାଲେଶ୍ୱର ଫରେଷ୍ଟ ଡିଭିଜନରେ ବାଘ ଗଣନା ଆରମ୍ଭ

କୁଲଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ବାଘ ଗଣନା ଆରମ୍ଭ ହୋଇଛି।

୫ ଦିନ ଧରି ବାଘ ସହ ଅନ୍ୟାନ୍ୟ ମାଂସାଶୀ ପ୍ରାଣୀଙ୍କ ଗଣନା କରାଯିବ। ଏଥିପାଇଁ କୁଲଡିହାର ୧୪ଟି ବିଟରେ ୪୨ ବନ କର୍ମଚାରୀ ନିୟୋଜିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes