ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଛାତ୍ରୀ ଜଣଙ୍କୁ ବିଭାଗୀୟ HOD ସେକ୍ସୁଆଲ ଫେଭର ପାଇଁ ଚାପ ପକାଉଥିଲେ, ଫେଭର ନକଲେ ବରବାଦ କରିଦିଆଯିବ ଧମକ ଦିଆଯାଉଥିଲା, ଛାତ୍ରୀ ଜଣଙ୍କ ଏନେଇ ପ୍ରିନ୍ସିପାଲ, ଶିକ୍ଷା ବିଭାଗକୁ ମଧ୍ୟ ଜଣାଇଥିଲେ। ପ୍ରମାଣ ଦେଇ ନ ପାରିଲେ କାର୍ଯ୍ୟାନୁଷ୍ଠାନର ଧମକ ତାଙ୍କୁ ଦିଆ ଯାଇଥିଲା, ରାଜ୍ୟରେ ଡବଲ ଇଞ୍ଜିନ ସରକାରରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି, ରାଷ୍ଟ୍ରୀୟ ମହିଳା ଆୟୋଗ କଣ କରୁଛନ୍ତି, ଭୁବନେଶ୍ବର ଯାଉ ନାହାନ୍ତି କାହିଁକି ପଚାରିଛନ୍ତି ଉଭୟ।