ବାଲୁକା କଳାରେ ହାତୀ ସୁରକ୍ଷା ବାର୍ତ୍ତା

ଆଜି ବିଶ୍ବ ହାତୀ ଦିବସରେ ପୁରୀ ବେଳାଭୂମିରେ ୧୨ ଫୁଟର ବାଲୁକା କଳାରେ ହାତୀ ସୁରକ୍ଷା ବାର୍ତ୍ତା ଦିଆଯାଇଛି।

‘ମୋ ବାସସ୍ଥାନ ରକ୍ଷା କରନ୍ତୁ’ ରହିଛି ବାର୍ତ୍ତା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes