ବାଲି ବୋଝେଇ ହାଇୱାରେ ପାଲ ନଘୋଡାଇ ଗଣିଲେ ଜରିମାନା

କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କେନ୍ଦେଇପଶି ରାଜସ୍ୱନିରୀକ୍ଷକ ଅନ୍ତର୍ଗତ କେନ୍ଦେଇ ପଶି ମୁଖ୍ୟ ରାସ୍ତା ଉପରେ ମଙ୍ଗଳବାର ଚଢ଼ାଉ କରି ୨ଟି ବାଲି ବୋଝେଇ ହାଇୱା ପଲିଥିନ ନଘୋଡାଇ ଥିବାରୁ ହାଇୱା ୨ ଟିରୁ ୨୦ହଜାର ୨୪୦ ଟଙ୍କାର ଜରିମାନା ଆଦାୟ କରାଯାଇଛି।

ଏହି ଚାଢ଼ାଉରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ,ପାଟଣା ଆର ଆଇ ସତ୍ୟବ୍ରତ ସାହୁ ଓ ସରାସକଲା ଆର ଆଇ ବୁଦ୍ଧଦେବ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes