ବାଲିହରଚଣ୍ଡୀ ଗଣଦୁଷ୍କର୍ମ: ୪ନୁହେଁ, ୨ସଂପୃକ୍ତ

ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲାରେ ୨ ଜଣଙ୍କ ସଂପୃକ୍ତି ଥିବା ସ୍ପଷ୍ଟ ହୋଇଛି।

୪ ନୁହେଁ, ୨ ଜଣ ଦୁଷ୍କର୍ମ କରିଥିବା ନେଇ ସ୍ପଷ୍ଟ କଲେ ସଦର SDPO। ମୋଟ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes