ବାଲିରେ ଶ୍ରୀଗଣେଶଙ୍କ କଳାକୃତ୍ତି

ପବିତ୍ର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ସମୁଦ୍ର ବେଳାଭୂମିରେ ବାଲିରେ ଶ୍ରୀଗଣେଶଙ୍କ କଳାକୃତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

୩,୪୨୫ଟି ବାଲିର ଲଡ଼ୁରେ ସେ ଏହି କଳାକୃତ୍ତି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes