ବାଲିଗୁଡ଼ା DFO ଘନଶ୍ୟାମ ମହନ୍ତଙ୍କୁ ସୋ କଜ୍‌ ନୋଟିସ୍‌

କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଜଙ୍ଗଲ ଓ ପରିବେଶ ବିଭାଗ ନୋଟିସ୍‌ ଜାରି କରିଛି। ୧୫ ଦିନ ଭିତରେ ନୋଟିସ୍‌ର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବେଲଘର ହାତୀର ମୃତଦେହ କେସିଙ୍ଗାରୁ ମିଳିଥିଲା। ଘଟଣା ଘଟିବା ପରେ ଯେଉଁ ପଦକ୍ଷେପ ନେବା କଥା ନେଇ ନ ଥିବା ଉଲ୍ଲେଖ ରହିଛି। DFO ଭାବେ ୯ ଦିନ ପରେ ଗଣମାଧ୍ୟମରୁ ଖବର ଜାଣିବାକୁ ନେଇ ବିଭାଗ ଚକିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes