ବାଲିଗୁଡ଼ାରେ ସାଧାରଣ ସଭାରେ ଯୋଗଦେବେ ଜେ.ପି ନଡ୍ଡା

କନ୍ଧମାଳ ଲୋକସଭାର ବାଲିଗୁଡ଼ାରେ ସାଧାରଣ ସଭାରେ ଯୋଗଦେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।

ଶ୍ରୀ ନଡ୍ଡା ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes