କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କର୍ଣିବେଡ଼ା ଜଙ୍ଗଲରୁ ୯୦୭ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
ଏହି ଘଟଣାରେ କାହାକୁ ଗିରଫ କରାଯାଇନି। ବାଲିଗୁଡ଼ା ଏସଡିପିଓଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ୍ ଦ୍ଵାରା ଏହି ଚଢ଼ାଉ କରାଯାଇଛି।
Credible Local News of Odisha