ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କଲା ପୋଲିସ୍। ଆଜି ବାଲିଅନ୍ତା ଯିବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି।
ଭିଡିଓ ଫୁଟେଜ୍ ଆଧାରରେ କମିଶନରେଟ୍ ପୋଲିସ୍ ତଦନ୍ତ ଜୋରଦାର କରିଛି।
Credible Local News of Odisha