ଏ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ୍ DG ବିନୟତୋଷ ମିଶ୍ର। ସମସ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍ ଚଢାଉ ଜାରି ରଖିଛି, ପରିବାର ଲୋକ କଣ ଅଭିଯୋଗ କରୁଛନ୍ତି ସେ ବିଷୟରେ ଜଣାନାହିଁ, ସୌମ୍ୟ ପରିବାରକୁ ନ୍ୟାୟ ଦେବା ପାଇଁ ସବୁସ୍ତରରୁ ତଦନ୍ତ ଚାଲିଛି, ଏଯାବତ ମୋଟ୍ ୧୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଓ କ୍ରାଇମବ୍ରାଞ୍ଚ କହିଛନ୍ତି ଡିଜି।