ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଛକ ଠାରେ ଆଜି ବାଲାଜୀ ସ୍ପିନିଙ୍ଗ ମିଲ ଶ୍ରମିକ ସଂଘର ବୈଠକ ସଭାପତି ଯୋଗିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବଳଦେବ ବେଦବାକ,ସୁରେଶ୍ ମିଶ୍ରଙ୍କ ସମେତ ଶ୍ରମିକ ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
Credible Local News of Odisha