ବାଲାଜି ଗଣପତି ସ୍ପିନିଂ ମିଲ ପକ୍ଷରୁ ଶ୍ରମିକ ଦିବସ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ବାଲାଜି ଗଣପତି ସ୍ପିନିଂ ମିଲର ଶ୍ରମିକ ସଂଘ ତରଫରୁ ବାଲାଜି ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅରବିନ୍ଦ ବାରିକ, ସମ୍ମାନିତ ଅତିଥି ଭାବରେ ବିଜେପି ନେତା ବଳଦେବ ବେଦବାକ, ମିଲ ଡ଼ାଇରେକ୍ଟର ଅଶୋକ ଦାସ, ସଂଘର ସଭାପତି ଯୋଗେନ୍ଦ୍ର ପଣ୍ଡା, ସୁରେଶ ପାତ୍ର, ହିମାଂଶୁ ଗଡତିଆ, ଗୌର ନାଏକ, ରମାକାନ୍ତ ବାବୁ ପ୍ରମୁଖ ଯୋଗ ଦେଇଥିଲେ । ଧୁବଳେ କୁମ୍ଭାର ସଭା ପରିଚାଳନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes