ବାଲପୁର ଗ୍ରାମରେ ୨୪ପ୍ରହର ନାମଯଜ୍ଞ ପାଇଁ କଲସଯାତ୍ରା

ସୋନପୁର ସଦରବ୍ଲକ ଛକୋରମାଲ ପଞ୍ଚାୟତ ଅନ୍ତର୍ଗତ ବାଲପୁର ଗ୍ରାମରେ ୨୪ପ୍ରହରୀ ନାମଯଜ୍ଞ ପାଇଁ କଲସଯାତ୍ରା ଅଙ୍ଗନଦୀକୂଲରେ ଅନୁଷ୍ଠିତ ହୋଇ ନାମଯଜ୍ଞ ମଣ୍ତଳୀକୁ ଆସିଥିଲେ ।

ପୂଜକ ଦାୟିତ୍ୱ ତୁଲାଇଥିଲେ ସତୃଘ୍ନ ପୂରୋହିତ ,କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ କବି ସା ଓ ପତ୍ନୀ ଗାୟତ୍ରୀ ସା ଏବଂ ନାମଯଜ୍ଞ କମିଟି ବାଲପୁର ଏହି କାର୍ଯ୍ୟକ୍ରମରେ ୧୬ଟି କୀର୍ତ୍ତନ ଦଳ ଅଂଶଗ୍ରହଣ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes