ବାଲପୁର ଗ୍ରାମରେ ନୂତନ ବଜାର ଶୁଭାରାମ୍ଭ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲପୁର ଗ୍ରାମରେ ମଙ୍ଗଳବାର ନୂତନ ବଜାର ଶୁଭାରାମ୍ଭ କରାଯାଇଛି ।

ଅଞ୍ଚଳର ବହୁ ସଂଖ୍ଯାରେ ବ୍ୟବସାୟୀ ଯୋଗଦେଇ ଥିଲେ । ଆଖପାଖ ଗ୍ରାମର ଲୋକମାନେ କିଣାବିକା ସୂଚାରୁରୂପେ କରୁଥବା ସଭାପତି ଉର୍ଜ୍ଜଲ ମେହେର କହିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes