ବାର ଦଫା ଦାବୀ ପୂରଣ ନେଇ ବଲାଂଗୀର ଜିଲ୍ଲା ସରପଞ୍ଚ ସଂଘର ସଦସ୍ୟ ମାନେ ସଂଘ ର ସଭାପତି ଶ୍ରୀ ବୀରବର ସାହୁଙ୍କ ନେତୃତ୍ୱରେ ଆଜି ବଲାଙ୍ଗିର ଜିଲ୍ଲା ପାଳ ଅଫିସ ସାମ୍ନାରେ ଧାରଣା ଦେଇଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ପ୍ରଶାସନ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ

Credible Local News of Odisha