ବାର୍‌ହା ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ଚାଷୀ ମୃତ

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା କୋରୁଆଝର ଗାଁରେ ଏହି ଘଟଣା ଘଟିଛି।

୨ ଚାଷୀ ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲେ। ସେହି ଫାଶରେ ପଡ଼ି ପଡ଼ୋଶୀ ଘର ଚାଷୀର ମୃତ୍ୟୁ ଘଟିଛି। ମୃତକ ପରିବାର ହତ୍ୟା ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes