ବାର୍ଡ ଫ୍ଲୁ: ଆଜି ମରାଗଲା ୭୦୩ ବତକ

ଖୋର୍ଦ୍ଧା ମୁଣ୍ଡାଆମ୍ବ ନିକଟ ଫାର୍ମରୁ ବାର୍ଡ ଫ୍ଲୁ ଚିହ୍ନଟ ପରେ ୧୦ଟି ଟିମ୍ ଗଠନ କରାଯାଇ ୪୫୦୭ କୁକୁଡ଼ା ମରାଯିବା ପରେ ଆଜି ମରାଗଲା ୭୦୩ ବତକ।

୬ ମାସ ପର୍ଯ୍ୟନ୍ତ କୁକୁଡ଼ା କିମ୍ୱା ବତକ ନ ରଖିବାକୁ ନିର୍ଦ୍ଦେଶ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes