ବାରିପଦା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା

ଭୁବନେଶ୍ବର କଳିଙ୍ଗ ହସପିଟାଲ୍ ଛକରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଇନୋଭା ସହ ଧକ୍କା ହୋଇଛି ବାରିପଦା ବିଧାୟକଙ୍କ ଗାଡ଼ି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes