ବାରିପଦାରେ ଶୁଭାରମ୍ଭ ହେଲା ଆହାର ରୋଷେଇ କେନ୍ଦ୍ର

ଆଜି ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୨ ରଘୁନାଥପୁର ଠାରେ ବାରିପଦା ପୌରପାଳିକା ତରଫରୁ ଏକ ଆହାର ରୋଷେଇ କେନ୍ଦ୍ରର ଶୁଭାରମ୍ଭ ହୋଇଛି।

ଏହି ଆହାର ରୋଷେଇ କେଦ୍ରକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଫିତାକାଟି ଶୁଭ ଉଦଘାଟନ କରିଥିଲା ବେଳେ ଉପଜିଲ୍ଲାପାଳ ଅନ୍ୟା ଦାସ, ପିଡି ଡିଆରଡିଏ ଅନ୍ୱେସା ରେଡ୍ଡି, ନଗରପାଳ କୃଷ୍ନାନନ୍ଦ ମହାନ୍ତିଙ୍କ ସହିତ କାଉନସିଲର ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes