ବାରହା ଆକ୍ରମଣରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ବାଉଁଶପୋଖରୀ ଗ୍ରାମର ରୁପ ବେହେରା ଆଜି କେନ୍ଦୁପତ୍ର ତୋଳିବା ପାଇଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ସେ‌ ଚିକିତ୍ସିଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version