ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆସନ୍ତାକାଲିଠୁ କାଉଣ୍ଟରରେ ଟିକେଟ ବିକ୍ରି

୯ଟି କାଉଣ୍ଟରରେ ସକାଳ ୯ଟାରୁ ଟିକେଟ ବିକ୍ରି ହେବାକୁ ଥିବାବେଳେ
ପ୍ରଥମ ଥର ଲାଗି ମହିଳାଙ୍କ ପାଇଁ ୨ଟି ଟିକେଟ କାଉଣ୍ଟର ଖୋଲାଯିବ।

ଟିକେଟ ବିକ୍ରି ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes