ବାରବାଟୀରେ ୪ ଉଇକେଟରେ ହାରିଲା ଭାରତ

ବାରବାଟୀ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଟି -ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ଭାରତ ଆଜି ଦକ୍ଷିଣ ଆଫ୍ରିକା ଠାରୁ 4 ଉଇକେଟରେ ପରାସ୍ତ ହୋଇଛି l

ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ 20 ଓଭରରେ 6 ଉଇକେଟ ହରାଇ କରିଥିଲା 148 ରନ l ଜବାବରେ ଦକ୍ଷିଣ ଆଫ୍ରିକା 6 ଉଇକେଟ ହରାଇ ବିଜୟ ଲକ୍ଷ୍ୟ 149 ରନ କରି ନେଇଥିଲା l କ୍ଲାସେନ ସର୍ବାଧିକ 46 ବଲରେ 81 ରନ କରିଥିଲେ l ଟେମ୍ବା 35 ରନ କରିଥିବା ବେଳେ ମିଲର 20 ରନ କରି ଅପରାଜିତ ରହିଥିଲେ l ଭୁବନେଶ୍ୱର କୁମାର 4 ଟି ଉଇକେଟ ଅକ୍ତିଆର କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes